ହାତୀ ମଣିଷ ସଂଘର୍ଷ : ବୃଦ୍ଧଙ୍କୁ ଦଳିଦେଲା ହାତୀ

ଜଳେଶ୍ଵର: ଆଜି ଭୋର ସମୟରେ ଶୌଚ ପାଇଁ ଯାଉଥିବା ଜଣେ ବୃଦ୍ଧଙ୍କୁ ଏକ ହାତୀ ଦଳି ଦେଇଛି। ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ବଜାରଶୋଳ ଗ୍ରାମରେ। ମୃତକଙ୍କ ନିମ ଫାଗୁ ହାସଦା ବୋଲି କୁହାଯାଇଛି। ଫାଗୁ ଭୋର ସମୟେ ଶୌଚ ହେବାକୁ ଯାଉଥିବା ବେଳେ ପ୍ରବଳ କୁହୁଡି ଯୋଗୁଁ ଦୂରରୁ କିଛି ଦେଖାଯାଉ ନ ଥିଲା।ଏହି ସମୟରେ … Continue reading ହାତୀ ମଣିଷ ସଂଘର୍ଷ : ବୃଦ୍ଧଙ୍କୁ ଦଳିଦେଲା ହାତୀ